30.1 C
Bhubaneswar
Sunday, September 29, 2024
Homeଓଡିଶାଦୁଇବର୍ଷ ପରେ ଧୁମଧାମରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଦୁଇବର୍ଷ ପରେ ଧୁମଧାମରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

କଟକ : ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୯ ଦିନ ଧରି ଚାଲିବ ଏହି ବାଲିଯାତ୍ରା ।  କଟକର ଐତିହାସିକ ବାଲିଯାତ୍ରାର ରୂପରେଖ ବଦଳିଛି। ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୁମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି କଟକ ଜିଲା ପ୍ରଶାସନ। ମହାନଦୀ ପଠାରେ ରହୁଛି କଟକର ବିଭିନ୍ନ ଐତିହ୍ୟ କିମ୍ବଦନ୍ତୀ। ନଦୀ ଜଳରେ ରହୁଛି ଫ୍ଲୋଟିଙ୍ଗ ରେସ୍ତୋରା। ବାଲିଯାତ୍ରା ପଡ଼ିଆର ପରିସୀମାକୁ ୧୫ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳକୁ ବୃଦ୍ଧି ଘଟିଛି। ବିସ୍ତ୍ରୀର୍ଣ୍ଣ ଅଞ୍ଚଳରେ ବାଲିଯାତ୍ରା ହେଉଥିବାରୁ ଭିଡ଼ ହେବ ନାହିଁ ବୋଲି ଆଶା କରାଯାଉଛି। କଟକ ମହାନଗର ପକ୍ଷରୁ ଗାଡି ରଖିବା ପାଇଁ ୧୧ ଟି ପାର୍କିଂ ସ୍ଥାନ କରାଯାଇଛି। ମହାନଦୀରେ ବୋଟିଂର ମଜା ନେଇ ପାରିବେ ବାଲିଯାତ୍ରା ଦର୍ଶକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking