27.1 C
Bhubaneswar
Sunday, September 8, 2024
Homeଓଡିଶାଏତିକି ବର୍ଷ ରହିବା ପରେ ଭଡାଘରକୁ ନିଜର କରିପାରିବେ ଭଡାଟିଆ, ଜାଣନ୍ତୁ କଣ ରହିଛି ଆଇନ୍

ଏତିକି ବର୍ଷ ରହିବା ପରେ ଭଡାଘରକୁ ନିଜର କରିପାରିବେ ଭଡାଟିଆ, ଜାଣନ୍ତୁ କଣ ରହିଛି ଆଇନ୍

ନୂଆଦିଲ୍ଲୀ:  ଛୋଟ ଘର ହେଉ ଅବା ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ କରୁଛନ୍ତି ।
ଛୋଟ ଘର ହେଉ ଅବା ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ରହିଛି । ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତେବେ ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା, ଯାହା ବର୍ଷ ବର୍ଷ ପର୍ଯ୍ୟନ୍ତ ରୋଜଗାରର ବାଟ ଖୋଲିଥାଏ । ତେବେ ଏମିତି ଅନେକ ଥର ଦେଖାଯାଏ ଯେ, ଘରର ମାଲିକ ଭଡାଟିଆଙ୍କ ଭରସାରେ ଛାଡି ଦୀର୍ଘ ଦିନ ପର୍ଯ୍ୟନ୍ତ ବାହାରେ ରହିଥାନ୍ତି । କିନ୍ତୁ ଏହାର ପରିଣାମ ଆପଣଙ୍କୁ ବଡ କ୍ଷତି କରାଇପାରେ । ଯଦି ଆପଣ ନିଜ ପ୍ରୋପର୍ଟିକୁ ଭଡାରେ ଦେଇଛନ୍ତି, ତାହେଲେ ଆପଣଙ୍କୁ ନିଶ୍ଚୟ ଡର ଥିବ ଯେ କିଛି ବର୍ଷ ପରେ ଯଦି ଭଡାଟିଆ ଏହା ଉପରେ କବଜା କରିନିଅନ୍ତି ତାହେଲେ ଆପଣ କଣ କରିବେ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହା ସହ ଜଡିତ ଆଇନ୍ ବିଷୟରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking