31.1 C
Bhubaneswar
Sunday, May 19, 2024
Homeଓଡିଶାଅତିରିକ୍ତ ପୁଲିସ ଅଧୀକ୍ଷକ ଙ୍କ ପଦୋନ୍ନତି

ଅତିରିକ୍ତ ପୁଲିସ ଅଧୀକ୍ଷକ ଙ୍କ ପଦୋନ୍ନତି

ଭୁବନେଶ୍ୱର : ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କ ପଦୋନ୍ନତି । ୧୧ ଜଣଙ୍କୁ ମିଳିଛି ପଦୋନ୍ନତି । ଆଡିସନାଲ ଏସପି ସୁନୀଲ କୁ୍‌ମାର ଆଚାର୍ଯ୍ୟଙ୍କୁ ଏସଆରପି ଭାବେ କଟକରେ ନିଯୁକ୍ତି ମିଳିଛି । ସେହିପରି ଅମରେଶ କୁମାର ପଣ୍ଡା ସୋନପୁର ପୁଲିସ ଅଧୀକ୍ଷକ ,ଦିଲ୍ଲୀପ କୁମାର ପଟେଲ ପୁଲିସ ଅଧୀକ୍ଷକ ଏଚଆରପିସି, ଅଲେଖ ଚନ୍ଦ୍ର ପାହି ପୁଲିସ ଅଧୀକ୍ଷକ ନୟାଗଡ, ଅନନ୍ତ ନାରାୟଣ ମହାନ୍ତି ପୁଲିସ ଅଧୀକ୍ଷୟ ଇଓଡବ୍ଲ୍ୟୁ, ଦୀପକ କୁମାର ରଥ ପୁଲିସ ଅଧୀକ୍ଷକ , ଭବାନୀ ଶଙ୍କର ମିଶ୍ର , ପ୍ରଶାନ୍ତ କୁମାର ମିଶ୍ର , ଠାକୁର ପ୍ରସାଦ ପାତ୍ର ଙ୍କ ହୋଇଛି ପଦୋନ୍ନତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking