27.1 C
Bhubaneswar
Sunday, September 8, 2024
Homeଓଡିଶାନଦୀରେ ଗାଧୋଇବା ବେଳେ ଅଘଟଣ: ବୁଡ଼ି ଯାଇ ଜଣେ ମୃତ

ନଦୀରେ ଗାଧୋଇବା ବେଳେ ଅଘଟଣ: ବୁଡ଼ି ଯାଇ ଜଣେ ମୃତ

ଆନନ୍ଦପୁର : ନଦୀରେ ବୁଡ଼ି ଗଲା ଜୀବନ। ଆନନ୍ଦପୁର ଉପଖଣ୍ଡ ସାଳନ୍ଦୀ ନଦୀର ବାଙ୍ଗୋର ଘାଟରେ ବୁଡି ଜଣଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ହରିପୁର ଗାଁର ନିରଞ୍ଜନ ମଲ୍ଲିକ । ଆଜି ସକାଳେ ନିରଞ୍ଜନ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ବୁଡି ଯାଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking