34.7 C
Bhubaneswar
Wednesday, April 22, 2026
Homeଓଡିଶାମର୍ମନ୍ତୁତ ଦୁର୍ଘଟଣା, ୨ ମୃତ

ମର୍ମନ୍ତୁତ ଦୁର୍ଘଟଣା, ୨ ମୃତ

ବଣାଇ: ଲହୁଣିପଡ଼ା ଥାନା ଆମରୁଢ଼ି ନିକଟରେ ମର୍ମନ୍ତୁତ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଆମରୁଢ଼ି ନିକଟରେ ଏକ ଅଜଣାଗାଡ଼ି ଭ୍ୟାନକୁ ଧକ୍କା ଦେଇଥିଲା ଏବଂ ଭ୍ୟାନଟି ବ୍ରିଜ୍‌‌ରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଦୁର୍ଘଟଣାରେ ୨ ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking