42.1 C
Bhubaneswar
Saturday, April 27, 2024
Homeଓଡିଶାବାଇକ୍‌କୁ ଧକ୍କା ଦେଲା ବସ୍‌: ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବାଇକ୍‌କୁ ଧକ୍କା ଦେଲା ବସ୍‌: ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକ୍‌କୁ ଧକ୍କା ଦେଲା ବସ୍‌। ଏହାଫଳରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି। ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବସ୍‌ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ ଚଳାଇଛି। ବାଇକରେ ଦୁଇଜଣ ଯୁବକ ଯାଉଥିବା ବେଳେ ଫୁଲବାଣୀରୁ ବଲାଙ୍ଗୀର ଯାଉଥିବା ବସ ଧକ୍କା ଦେବା ସହ ସେମାନଙ୍କ ଉପରେ ଚଢିଯାଇଥିବା ଜଣାପଡ଼ିଛି। ଏବେ ପୁଇଁତଲା ପୁଲିସ ବସଟିକୁ ତରଭା ଥାନାରେ ରଖିଥିବା ସହ ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking