36.1 C
Bhubaneswar
Saturday, May 18, 2024
Homeଓଡିଶାଛାତ୍ରୀଙ୍କ ଉପରେ ଚଢିଗଲା ଡମ୍ପର

ଛାତ୍ରୀଙ୍କ ଉପରେ ଚଢିଗଲା ଡମ୍ପର

ବାଲେଶ୍ଵର : ଛାତ୍ରୀଙ୍କ ଉପରେ ଚଢିଗଲା ଡମ୍ପର । ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନହରା ଛକରେ ଦୁର୍ଘଟଣା। ସାଇକେଲରେ ଘରକୁ ଫେରୁଥିବା ବେଳେ ଚଢିଗଲା ଡମ୍ପର । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରଛନ୍ତି । ନହରା ଗ୍ରାମର ଅନୀତା ସେଠୀ ତାଙ୍କ ସାଙ୍ଗ ମାନଙ୍କ ସହ ସାଇକେଲରେ ଘରକୁ ଫେରୁଥିବା ବେଳେ ଚନ୍ଦନେଶ୍ଵର ପଟୁ ଜଳେଶ୍ଵର ଅଭିମୁଖେ ଆସୁଥିବା ଏକ ଡମ୍ପର ଅନୀତାଙ୍କୁ ଧକ୍କା ଦେଇ ଚଢି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking