28.1 C
Bhubaneswar
Monday, July 1, 2024
Homeଓଡିଶାକୋଇଡା ବିଡିଓଙ୍କ ଦୁର୍ବ୍ୟବହାର:ଗୃହରେ ଝଡ

କୋଇଡା ବିଡିଓଙ୍କ ଦୁର୍ବ୍ୟବହାର:ଗୃହରେ ଝଡ

ଭୁବନେଶ୍ୱର: କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ଗୃହରେ ଝଡ  । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା,ହଟ୍ଟଗୋଳ । କୋଇଡା ବିଡିଓଙ୍କ ବଦଳି ଦାବି ଉଠାଇଲେ ଲକ୍ଷ୍ମଣ ମୁଣ୍ଡା । ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି କଂଗ୍ରେସ,ବିଜେପି ସଦସ୍ୟଙ୍କ ହୋହଲ୍ଲା । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ । ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ସରକାର ଗୁରୁତର ସହ ବିଚାର କରିଛନ୍ତି ମନ୍ତ୍ରୀ।

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ, ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମୋଦିଙ୍କ ସହ କରିବେ ଆଲୋଚନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking