34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶନାଚୁଥିବା ବେଳେ ଟଳି ପଡିଲେ ଯୁବତୀ

ନାଚୁଥିବା ବେଳେ ଟଳି ପଡିଲେ ଯୁବତୀ

ନୂଆଦିଲ୍ଲୀ :ଆଜିକାଲି ହୃଦଘାତଜନିତ ମୃତ୍ୟୁ ଯେପରି ସାଧାରଣ ହୋଇଗଲାଣି। କିଛି ଏପରି ଘଟଣା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି । ଏକ ବିବାହ ସମାରୋହରେ ନାଚୁଥିବା ବେଳେ ଜଣେ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମହିଳା ଜଣକ ଇନ୍ଦୋରର ପରିଣୀତା ଜୈନ ବୋଲି ଜଣାପଡ଼ିଛି। ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ପରିଣୀତା। ଗତ ୮ ତାରିଖରେ ହଳଦୀ ସେରେମନିରେ ନାଚୁଥିଲେ। ଆଉ ଦେଖୁ ଦେଖୁ ଷ୍ଟେଜ ଉପରେ ଟଳିପଡ଼ିଲେ ପରିଣୀତା। ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ନାଚୁନାଚୁ ଟଳିପଡ଼ିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking