26.1 C
Bhubaneswar
Wednesday, April 16, 2025
Homeଅପରାଧରାଜଧାନୀରେ ଛୁରାମାଡ

ରାଜଧାନୀରେ ଛୁରାମାଡ

ଭୁବନେଶ୍ୱର: ରାଜଧାନୀରେ ଛୁରାମାଡ। ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ହୋଇଛି ଛୁରମାଡ଼। ଦୁଇ ଜଣ ହେଲେ ଆଦିତ୍ୟ ରାୟ ଓ ସେକ ଆବଦୁଲ । ପୂର୍ବ ଶତ୍ରୁତାକୁ ନେଇ ଘଟିଛି ଏହି ଭଳି ଘଟଣା।

ପୂର୍ବ ଝଗଡାକୁ ନେଇ ନିଶା ଶକ୍ତ ଅବସ୍ଥାରେ ସେକ ଅବଦୁଲକୁ ଛୁରମାଡ଼ କରିଛି ଆଦିତ୍ୟ । ଯାହା ଜଣାପଡିଛି ଆବଦୁଲର ପେଟ ଓ ପିଞ୍ଜରାରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କଦଳୀ ଗୋଦାମ ବସ୍ତିରେ ଏହି ଘଟଣା ଘଟିଥିବାବେଳେ, ଆଦିତ୍ୟକୁ ଅଟକ ରଖିଛି ଲକ୍ଷ୍ମୀ ସାଗର ଥାନ ପୋଲିସ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking