Homeଅପରାଧଛୋଟ ପିଲାଙ୍କୁ ମାଡ ମାରି ସରପଞ୍ଚ ଗିରଫ ଅପରାଧଓଡିଶାଭଦ୍ରକ ଛୋଟ ପିଲାଙ୍କୁ ମାଡ ମାରି ସରପଞ୍ଚ ଗିରଫ By Ona Khabara 10/11/2024 Share FacebookTwitterPinterestWhatsAppLinkedinReddItTelegram ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମହଙ୍ଗା ପଡିଲା ସରପଞ୍ଚଙ୍କ ଦବଙ୍ଗଗିରି । ଛୋଟ ପିଲାଙ୍କୁ ମାଡ ମାରିବା ଘଟଣାରେ ଗିରଫ । ଗୁଜିଦରଡ଼ା ପଞ୍ଚାଯତରେ ସରପଞ୍ଚ ଫରିଆଦ ଆଲାମ ଗିରଫ ହୋଇଥିବା ନେଇ ସୂଚନା । ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗ୍ରାମାଞ୍ଚଳ ପୋଲିସ । Share FacebookTwitterPinterestWhatsAppLinkedinReddItTelegram Previous articleଇଆରଏସଏସ ସହଯୋଗରେ ଉଦ୍ଧାର ହେଲେ ଗୁରୁତର ଆହତ ବ୍ୟକ୍ତିNext articleଇସ୍କନ ରଥଯାତ୍ରା: ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଓଡିଶା ଆବର୍ଜନା ପାହାଡ଼ ତଳେ ଚାପି ହେଲା ବିଲ୍ଡିଂ: ୧୬ ଫସିଲେ ଓଡିଶା ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ... ଦେଶ ବିଦେଶ ରୁଷର ତୈଳ ଡିପୋ,ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ