25.8 C
Bhubaneswar
Saturday, July 27, 2024
Homeଓଡିଶାସୋସିଆଲ ମିଡିଆରେ ଭାଇରାଲ ହେଉଛି ଗଣିତ ପ୍ରଶ୍ନପତ୍ର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗଣିତ ପ୍ରଶ୍ନପତ୍ର

ଭୁବନେଶ୍ୱର : ଅନେକ ବ୍ୟବସ୍ଥା ଭିତରେ ବଡ ବିଭ୍ରାଟ । ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରଶ୍ନପତ୍ର ସହ ଉତ୍ତର । ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଥାଉକି, କେନ୍ଦୁଝରରେ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ପ୍ରଶ୍ନ ପତ୍ର ଏଵଂ ଉତ୍ତର । ପରୀକ୍ଷା ଶେଷ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ । ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା, ଯାହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଗଣିତ ପ୍ରଶ୍ନପତ୍ର ସହ ଉତ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking