31.1 C
Bhubaneswar
Friday, October 18, 2024
Homeଓଡିଶାକାର୍‌ରୁ ଉଦ୍ଧାର ହେଲା ବିପୁଳ ପରିମାଣର ଗଞ୍ଜେଇ

କାର୍‌ରୁ ଉଦ୍ଧାର ହେଲା ବିପୁଳ ପରିମାଣର ଗଞ୍ଜେଇ

ବଲାଙ୍ଗିର : ପାଣି ଭର୍ତ୍ତି  ଖାତରୁ କାର ଉଦ୍ଧାର କଲା ପୋଲିସ । ପୁଇଁତଳା ଭାଲେର  ଗାଁ ନିକଟ ଖାତରୁ କ୍ରେନ୍ ସାହାର୍ଯ୍ୟରେ ଉଦ୍ଧାର କରିଛି ପୋଲିସ୍ । ଉଦ୍ଧାର କାର୍‌ରେ ବସ୍ତା ବସ୍ତା ଗଞ୍ଜେଇ ଥିବା ସୂଚନା ମିଳିଛି ।  କାର୍‌ଟି କାହାର ଓ କିପରି ଖାତରେ  ପଡିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।  ପୋଲିସ୍ କାରଟିକୁ ନିଜ ହେପାଜତକୁ ନେଇ ଏହାର ତଦନ୍ତ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking