ବେଙ୍ଗାଲୁର: ବେଙ୍ଗାଲୁରରେ ଭୟାବହ ଅଗ୍ନକାଣ୍ଡ । ବୀରଭଦ୍ରନଗର ବସ୍ ଡିପୋରେ ନିଆଁ ଲାଗିଥିବା ସୂଚନା ରହିଛି । ହୁତ୍ ହୁତ୍ ହୋଇ ଜଳିଗଲା ଏକାଧିକ ବସ୍ । ବ୍ୟାପିବାରେ ଲାଗିଛି ନିଆଁ ଓ ଧୂଆଁ ।