ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କଟକଣା । ଆଉ ପେଟିଏମ୍ରେ ଯୋଡି ହଇ ପାରିବେନି ନୂଆ ଗ୍ରାହକ । ଫେବ୍ରୁଆରୀ ୨୯ ପରଠାରୁ ପେଟିଏମ୍ରେ ହୋଇପାରିବନି ଡିପୋଜିଟ୍ । ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ବୋଇପାରିବ । ନିୟମ ଅନୁପାଳନ କରୁନଥିବାରୁ ଆରବିଆଇର କଡା କାର୍ଯ୍ୟାନୁଷ୍ଠାନ ।