27.1 C
Bhubaneswar
Wednesday, November 25, 2026
Homeଓଡିଶାଛାଡଖାଇ: ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ

ଛାଡଖାଇ: ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ

ଭୁବନେଶ୍ୱର: ସରିଲା ଧର୍ମମାସ । ପାଳିଲେ ଛାଡଖାଇ । ଆଜି ସକାଳୁ ସକାଳୁ ଆମିଷ ବଜାରରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଚାହିଦାକୁ ଦେଖି ବଜାରରେ ମଟନ , ଚିକେନ ମାଛ, ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାର ଆମିଷ ସାମଗ୍ରୀର ପସରା ପଡିଛି । କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କରି ଆମିଷ ଖାଇ ନଥିବା ଲୋକେ ଆଜି ଛାଡଖାଇରେ ଆମିଷ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । ସେପଟେ ଚାହିଦା ବଢିଥିବାରୁ ଆମିଷ ସାମଗ୍ରୀର ଦର ମଧ୍ୟ ଅଧିକ ରହିଛି । ତଥାପି ଗ୍ରାହକଙ୍କ ଭିଡ ଦେଖି ବେଶ ଖୁସି ବ୍ୟବସାୟୀା ବୁଧବାର ଛାଡଖାଇ ପଡିଥିବାରୁ ଭଲ ବ୍ୟବସାୟୀ ହେବା ସହ ଦୁଇ ପଇସା ଅଧିକ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking