29.1 C
Bhubaneswar
Monday, November 23, 2026
Homeଓଡିଶାପ୍ରକାଶ ପାଇଲା ଓଏସଏସଟିଇଟି-୨୦୨୬ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଏସଏସଟିଇଟି-୨୦୨୬ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଏସଏସଟିଇଟି-୨୦୨୬ ପରୀକ୍ଷା ଫଳ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୪୪ ହଜାର ୨୯୮ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ। ପରୀକ୍ଷାରେ ମୋଟ ପାସହାର ରହିଛି ୭୯. ୧୫ ପ୍ରତିଶତ । ପେପର -୧ରେ ୪୧ ହଜାର ୧୯୨ ଜଣ ଏବଂ ପେପର-୨ରେ ୩ ହଜାର ୧୦୬ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ଗତ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା । ଗତ ସେପ୍ଟେମ୍ବର ୩୦ ତାରିଖରେ ହୋଇଥିଲା ଏହି ପରୀକ୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking