23.1 C
Bhubaneswar
Friday, November 20, 2026
Homeଓଡିଶାଗୃହରେ ଆତ୍ମାହୁତି ଦେବି: ତାରା

ଗୃହରେ ଆତ୍ମାହୁତି ଦେବି: ତାରା

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ଚରମ ଚେତାବନୀ । କୋଟିଆ ପ୍ରସଙ୍ଗ ଆଲୋଚନା ନ ହେଲେ ଗୃହରେ ଆତ୍ମାହୁତି ଦେବି । କୋଟିଆକୁ ନେଇ ସ୍ୱତନ୍ତ୍ର ଆଲୋଚନା ହେବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ । ଓଡିଶାର ୫୦ ଗାଁରୁ ଆନ୍ଧ୍ର ମାଡି ବସିଲାଣି, କୋଟିଆ ଆମର ମା’ ମାଟି । ରାଜସ୍ୱ ମନ୍ତ୍ରୀ ଆଲୋଚନା ପାଇଁ ପ୍ରସ୍ତୁତ , କିନ୍ତୁ ସରକାର ପଛଘୁଞ୍ଚା ଦେଉଛନ୍ତି । ତେବେ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ କୋଟିଆ ବିବାଦକୁ ନେଇ ଗୃହରେ ଆଲୋଚନା ପାଇଁ ଦାବି କରି ସରକାରଙ୍କୁ ଘେରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking