23.1 C
Bhubaneswar
Wednesday, November 18, 2026
Homeଓଡିଶାବାତ୍ୟା ‘ଆକଭାନ୍’ : ନବୀନଙ୍କ ନିବେଦନ; ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ବାତ୍ୟା ‘ଆକଭାନ୍’ : ନବୀନଙ୍କ ନିବେଦନ; ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ମୁଁ ଗଭୀର ଚିନ୍ତିତ ଯେ ଓଡିଶା ଉପକୂଳ ରେ ଆଉ ଗୋଟିଏ cyclone Akvan ର land fall ଆଶଙ୍କା ଦେଖା ଦେଇଛି। ଏ ବାତ୍ୟା ଦ୍ୱାରା ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶା ପ୍ରଭାବିତ ହେବ ବୋଲି ସତର୍କ ସୂଚନା ମିଳିଛି। ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା ବିଶେଷ କ୍ଷତି ସହିଥିଲା। ଏହି ଜିଲ୍ଲା ଗୁଡିକର ଲୋକଙ୍କ ଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି। ତେଣୁ ଆପଣ ମାନଙ୍କୁ ମୋର ଅନୁରୋଧ ଆପଣ ମାନେ ସତର୍କ ରୁହନ୍ତୁ।ସଜାଗ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ। administration କୁ ସହଯୋଗ କରନ୍ତୁ। ମୁଁ ସବୁବେକେ ଆପଣ ମାନଙ୍କ ସହ ରହିଆସିଛି ଓ ରହିଥିବି। ବିଜୁ ଜନତା ଦଳ ର ସମସ୍ତ ନେତା ଓ କର୍ମୀ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏହି ବିପଦ ସମୟ ରେ ଆପଣ ମାନେ ଲୋକଙ୍କ ସହ ରୁହନ୍ତୁ। ସେମାନଙ୍କୁ ସାହାଯ୍ୟ କରନ୍ତୁ। । ମୋର ବିଶ୍ୱାସ ସମସ୍ତଙ୍କ ସହଯୋଗ, ସତର୍କତା ଓ ମହାପ୍ରଭୁ ଙ୍କ କରୁଣା ରୁ ଓଡିଶା ଏ ବିପଦ କୁ ସଫଳ ଭାବରେ ମୁକାବିଲା କରି ପାରିବ। ନମସ୍କାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking