23.1 C
Bhubaneswar
Wednesday, November 18, 2026
Homeଓଡିଶା୧୫ ଲକ୍ଷ ହିତାଧୀକାରୀଙ୍କୁ ନୂଆ ରାସନ କାର୍ଡ

୧୫ ଲକ୍ଷ ହିତାଧୀକାରୀଙ୍କୁ ନୂଆ ରାସନ କାର୍ଡ

ଭୁବନେଶ୍ୱର: ୧୫ ଲକ୍ଷ୩୮ ହଜାର ୯୨ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ପ୍ରଦାନ କରାଯାଇଛି । ବିଧାନସଭାରେ ଏନେଇ ଉ ତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଦୁଇ ବର୍ଷ ମଧ୍ୟରେ ୭ ଲକ୍ଷ ୭୬ ହଜାର ୮୧୪ ପରିବାରକୁ ମିଳିଛି କାର୍ଡ । ନୂଆ ରାସନ କାର୍ଡ ପାଇଁ ୨୩ ଲକ୍ଷ ୧୫ ହଜାର ୯୪୬ ଆବେଦନ ଆସିଥିଲ।। ସେଥି ମଧ୍ୟରୁ ୧୮ ଲକ୍ଷ ୬ ହଜାର ୧୬୯ ଆବେଦନର ଯାଞ୍ଚ କରାଯାଇଛି । କ୍ଷେତ୍ର ତର୍ଜମା ପରେ ୧୦ ଲକ୍ଷ ୨୯ ହଜାର ଆବେଦନ ଅଯୋଗ୍ୟ ରହିଛି । ୫ ଲକ୍ଷ ୯ ହଜାର ୭୭୭ ଆବେଦନର କ୍ଷେତ୍ର ତର୍ଜମା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking