ଏହାର ପୃଷ୍ଠା ୨୭, ପାରା ୩୪ ରେ ଉଲ୍ଲେଖ ଅଛି ଯେ- “୧୯୮୫ ମସିହା ର OPLE Rule ର ୩ ନିୟମ ଅନୁସାରେ ପ୍ରତିବର୍ଷ ଆର୍ଥିକ ବର୍ଷ ଶେଷ ହେବାର ୧୫ ଦିନ ମଧ୍ଯରେ, ସଂପ୍ରୁକ୍ତ RI ଏକ ସାଟିଫିକେଟ୍ ଦିଅନ୍ତି ଯେ, ସେ ସବୁ encroachment case ଦାୟର କରଛଂତି।”
ଉପରୋକ୍ତ ପୁସ୍ତକ ର ପାରା ୧୬ ରେ ଉଲ୍ଲେଖ ଅଛି ଯେ,
“ଜମି ବନ୍ଦୋବସ୍ତ ନିୟମାବଳୀର ୨ୟ ତଫସିଲରେ ଜମି ବନ୍ଦୋବସ୍ତ ପାଇଁ ବିଭିନ୍ନ ଅଧିକାରୀଂକୁ ଯେଉଁ କ୍ଷମତା ପ୍ରଦାନ କରାଯାଇଛି ତାହା ଭୁବନେଶ୍ୱର ମ୍ଯୁନସିପାଲଟି ଅଂଚଳ ପାଇଁ ପ୍ରଯୁଯ୍ୟ ନୁହେଁ।
ଏହି ଅଂଚଳ ପାଇଁ ସାଧାରଣ ପ୍ରଶାସନ ବିଭାବ ଜମି ଆବଣ୍ଟନ କରନ୍ତି”।
କିନ୍ତୁ,
ଭୁବନେଶ୍ୱର ରେ କୌଣସି ରାଜସ୍ବ ନୀରିକ୍ଷକ (RI) ଏପରି ସାଟିଫିକେଟ ପ୍ରତି ବର୍ଷ ଦେଉ ଥିବାର ଦେଖା ଯାଏ ନାହିଁ.
ଏଣୁ ଜବରଦଖଲ ମାଳ ମାଳ ଓ “ଜବର ଦଖଲ ନିବାରଣ ଆଇନ” ( Anti Land Grabbing Act) ମଧ୍ୟ 2018 ମସିହା ରୁ ରାଜସ୍ବ ବିଭାଗରେ ବିଚରାଧୀନ ଅବସ୍ଥା ରେ ପଡି ଅଛି.










