24.1 C
Bhubaneswar
Wednesday, November 18, 2026
Homeଓଡିଶାବାତ୍ୟା ଓ ବନ୍ୟା ନେଇ ମୋସନ ଆଣିଛି ବିଜେଡି: ପ୍ରମିଳା

ବାତ୍ୟା ଓ ବନ୍ୟା ନେଇ ମୋସନ ଆଣିଛି ବିଜେଡି: ପ୍ରମିଳା

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି , ବାତ୍ୟା ଓ ବନ୍ୟା ନେଇ ମୋସନ ଆଣିଛି ବିଜେଡି । ସବୁ ବିଜିନେସ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଛୁ । ଏହା ସହ ଆଇନ ଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଉଠାଇବୁ । ଏପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଗୃହକୁ ସୁରୁଖୁରୁରେ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ବିରୋଧୀଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଆସିବ ତାହା ଆଲୋଚନା କରାଯିବ । ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ ଯେଉଁ ପ୍ରସ୍ତାବ ଆସିବ ଆଲୋଚନା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking