29.1 C
Bhubaneswar
Friday, November 13, 2026
Homeଓଡିଶାବାଘ ଛାଲ ଡିଲ୍‌ ବେଳେ ଚଢ଼ାଉ, ୪ ଅଭିଯୁକ୍ତ ଅଟକ

ବାଘ ଛାଲ ଡିଲ୍‌ ବେଳେ ଚଢ଼ାଉ, ୪ ଅଭିଯୁକ୍ତ ଅଟକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜ ନାଇରା ସେକ୍ସନ କଣ୍ଣପାଡୁ ନିକଟରୁ କଲରାପତରିଆ ବାଘ ଛାଲ ଡିଲ ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ଚଢ଼ାଉ କରି ଚାରି ଅଭିଯୁକ୍ତଙ୍କୁ ମାଡ଼ିବସିଛନ୍ତି I ରାୟଗଡ଼ା ଡିଏଫ୍ଓ ସଚିନ ଆନ୍ନା ସାହେବ ଓହଲଙ୍କ ନିର୍ଦେଶ କ୍ରମେ ଦୁଇ ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ, ସତୀଶ କୁମାର ଧାରୁଆ ଓ  ଗୁଣପୁର  ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଚଢ଼ାଉ  ହୋଇଥିଲା Iଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବର୍ତ୍ତମାନ ଗୁଣୁପୁର ରେଞ୍ଜ  କାର୍ଯ୍ୟାଳୟରେ ତଦନ୍ତ ପ୍ରକ୍ରିୟା  ଜାରି ରହିଛି I ଏନେଇ ତଦନ୍ତ ଜାରି ରହିଥିବାରୁ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିନାହିଁI ପୂର୍ବରୁ  ମଧ୍ୟ ଏହି ଅଂଚଳରୁ ବାଘ ଛାଲ ଚାଲାଣ ବେଳେ ଧରାପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking