30.1 C
Bhubaneswar
Wednesday, November 11, 2026
Homeଓଡିଶାଶୃଙ୍ଖଳିତ ଦର୍ଶନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟ ପ୍ରଶାସକ

ଶୃଙ୍ଖଳିତ ଦର୍ଶନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତରେ ରାମ୍ପରେ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏକ ରୂପରେଖ ପ୍ରସ୍ତୁତ ହୋଇଛି, ସେବାୟତ ଓ ଟେକ୍ନିକାଲ କମିଟି ଦେଖିଛନ୍ତି । କିଛି ରୂପରେଖ ପରିବର୍ତ୍ତନ ପାଇଁ ସେବକ ବନ୍ଧୁ ପରାମର୍ଶ ଦେଇଛନ୍ତି । କିପରି ଶ୍ରୀମନ୍ଦିରର ପରମ୍ପରାରେ ହାନି ନ ହେବ ତାହାକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମେ ଶୃଙ୍ଖଳିତ ଦର୍ଶନ, ଧାଡି ଦର୍ଶନର ପରୀକ୍ଷାମୂଳକ ଅନୁଧ୍ୟାନ ହେବ । କେବେଠୁ କାର୍ଯ୍ୟକାରୀ ହେବ ଏବେ କହି ହେବ ନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking