ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ନିର୍ମିତ ରାମ୍ପରେ ତ୍ରୁଟି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ରାମ୍ପରେ ତ୍ରୁଟି ନାହିଁ , ମୁଖ୍ୟ ପ୍ରଶାସକ ଦେଖି କିଛି ପରାମର୍ଶ ଦେଇଛନ୍ତି । ଏହାକୁ ସୁଧାରି ମାର୍ଗଶୀର ମାସରେ ହିଁ ଇନଷ୍ଟଲ କରାଯିବ ।