31.1 C
Bhubaneswar
Tuesday, November 10, 2026
Homeଓଡିଶାଅଳଙ୍କାର ଦୋକାନ ଚୋରି ଘଟଣାରେ ୩ ଗିରଫ

ଅଳଙ୍କାର ଦୋକାନ ଚୋରି ଘଟଣାରେ ୩ ଗିରଫ

ରାଉରକେଲା: ଛେଣ୍ଡ କଲୋନୀସ୍ଥିତ କାନକ ଅଳଙ୍କାର ଦୋକାନରେ ହୋଇଥିବା ଚୋରି ଘଟଣାରେ ପୁଲିସ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।ପୁଲିସ ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରିଛି। ଏହି ଚୋରି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking