29.1 C
Bhubaneswar
Thursday, November 5, 2026
Homeଓଡିଶାସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା

ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା

ଆସିକା: ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା । ଆସିକା ଥାନାରେ ଏତଲା ଦେଇଛନ୍ତି ଏନ୍‌ଏସି ଇଓ ସମୀର ଜେନା। ରିଲିଫ୍ ବଣ୍ଟନକୁ ନେଇ ବିଧାୟକ ଓ ଇଓଙ୍କ ମଧ୍ୟରେ ବିବାଦ ହୋଇଥିବା ସୂଚନା ମିଳିଛି । ଏହି ବିବାଦ ପରେ ଇଓ ଥାନାର ଦ୍ୱାରସ୍ଥ ହୋଇ ବିଧାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଆସିକା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଏତଲାରେ କେଉଁ କେଉଁ ଅଭିଯୋଗ ଉଲ୍ଲେଖ ରହିଛି ଏବଂ ପୁଲିସ ଏହାକୁ ନେଇ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking