ଭୁବନେଶ୍ୱର: ଆଇପିଏସସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟର ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,
୧. ଜେଲ ବିଭାଗ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ ଓଏସଡି
୨. ଏସଏଫଏସଏଲ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଡିଜି ଅତିରିକ୍ତ ଦାୟିତ୍ୱ ମିଳିଛି
୩. ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ୱ ମିଳିଛି ।
୪. ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି
୫. ସାରା ଶର୍ମା ହେଲେ ଭିଜିଲାନ୍ସ ବିଭାଗ DIG ।
୬.ଝାରସୁଗୁଡା SP ଗୁଣ୍ଡଲା ରେଡ୍ଡି ରାଘବେନ୍ଦ୍ର ହେଲେ ପୋଲିସ ମୁଖ୍ୟାଳୟ AIG ।
୭.ନୂଆପଡା SP ଅମ୍ରିତପାଲ ସିଂଙ୍କୁ ପୋଲିସ ମୁଖ୍ୟାଳୟ ଏସ୍ପି ଦାୟିତ୍ବ ଦିଆଯାଇଛି ।
୮.ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା SP ଦାୟିତ୍ବ ମିଳିଛି ।
୯. ତପନ ନାରାୟଣ ରଥ ହେଲେ ନୂଆପଡ଼ା ଏସ୍ପି ।










