32.1 C
Bhubaneswar
Thursday, October 22, 2026
Homeଓଡିଶାହାଇୱା ଧକ୍କାରେ ଚାଲିଗଲା ପରିବାରର ୩ ଜୀବନ

ହାଇୱା ଧକ୍କାରେ ଚାଲିଗଲା ପରିବାରର ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା କେନ୍ଦୁଡିହି ଛକରେ ହୋଇଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ। ସ୍ତ୍ରୀ ପରେ ଚାଲିଗଲା ସ୍ବାମୀ। ଗତକାଲି ରାଉରକେଲାରୁ ଦୁର୍ଗାପୂଜା ଦେଖି ଫେରୁଥିବା ବେଳେ କେନ୍ଦୁଡିହି ଛକରେ କାରକୁ ଧକ୍କା ଦେଇଥିଲା ହାଇୱା। ଘଟଣାସ୍ଥଳରେ ଲହୁଣୀପଡା ପୋଲିସ ପହଞ୍ଚି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ସ୍ତ୍ରୀ ଓ ପୁତୁରାର ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ରାଉରକେଲା ନେବା ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking