28.1 C
Bhubaneswar
Saturday, October 17, 2026
Homeଓଡିଶାଶ୍ବଶୁରଙ୍କୁ ମାରି ବିଲରେ ମୃତଦେହ ପକାଇଲା ଜ୍ବାଇଁ

ଶ୍ବଶୁରଙ୍କୁ ମାରି ବିଲରେ ମୃତଦେହ ପକାଇଲା ଜ୍ବାଇଁ

ସୁନ୍ଦରଗଡ଼: ଧାନ ବିଲରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଜଣେ ଗିରଫ। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଘୁଷୁରାମୁଣ୍ଡାରେ ନିର୍ମମ ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଶ୍ବଶୁରକୁ ହତ୍ୟା କଲା ଜ୍ବାଇଁ।  ଧାନ ବିଲରୁ ଜ୍ବାଇଁର ମୃତଦେହ ଉଦ୍ଧାର। ମୃତକ ହେଉଛନ୍ତି ଚାଡୁ ଓରାମ।କିଞ୍ଜିରକେଲା ଥାନା ଘୁଷୁରାମୁଣ୍ଡାର ଚାଡୁ ଓରାମଙ୍କୁ ତାଙ୍କ ଜ୍ବାଇଁ ହତ୍ୟା କରି ଧାନ ବିଲରେ  ମୃତଦେହ ପକାଇ ଦେଇଲେ। ଖବର ପାଇଁ ପୋଲିସ ପହଞ୍ଚି ଧାନ ବିଲରୁ ମୃତଦେହ ଜବତ କରିଥିଲା। ଏଥିସହ ଜ୍ବାଇଁ  ପରେଶ୍ବର କୁଜୁରଙ୍କୁ ଗିରଫ କରିଛି।  ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସମ୍ପତ୍ତି ବିବାଦକୁ ନେଇ  ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking