31.1 C
Bhubaneswar
Thursday, October 15, 2026
Homeଓଡିଶାରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ବାଜିମାତ

ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ବାଜିମାତ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ବାଜିମାତ ମାରିଛି ବିସିଜେଡି । ସୋନାଲି ବେହେରା ସଭାପତି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରୀଙ୍କ ମଧ୍ୟରେ ଉତ୍ସାହର ସୁଅ ଦେଖିବାକୁ ମିଳିଛି । ଛାତ୍ରୀମାନେ ଭାବ ବିହ୍ୱଳ ହୋଇ ଧର୍ମର ହେବ ଜୟ ବୋଲି ନାରା ଦେଇ ପୁରା ରମାଦେବୀ ବିଶ୍ୱ ବିଦ୍ୟାଳୟ କମ୍ପି ଉଠୁଛି । ସେହିଭଳି ରଭେନ୍ସା ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଭାପତି ଭାବେ ବିଶ୍ୱଜିତ ସାହୁ ବିଜୟୀ ହୋଇଛନ୍ତି । ଏବିଭିପି ଏବଂ ବିସିଜେଡି ମଧ୍ୟରେ କଡା ଟକ୍କର ଲାଗିଥିଲା । ଏବେ ପଲ୍ଲା ବିସିଜେଡିର ଭାରୀ ରହିଛି । ବିସିଜେଡିର ବାଲଟ ପେପର ଅଦଳ ବଦଳର ଅଭିଯୋଗ ପରେ ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡି ବାଜିମାତ ମାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking