କଟକ: କଟକ ସ୍ଥିତ ଖ୍ରୀଷ୍ଟ କଲେଜରେ ସ୍ବାଧୀନ ପ୍ରାର୍ଥୀ ସଭାପତି ପଦ ହାତେଇଛନ୍ତି। ଏଠାରେ ଦୀପକ ମୁଣ୍ଡା ବିଜୟୀ ହୋଇଛନ୍ତି। କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ପାରମିତା ନାୟକ ସଭାପତି ହୋଇଛନ୍ତି।ଭଦ୍ରକ ଜିଲ୍ଲା ଧାମନଗର କଲେଜ, ଚରମ୍ପା କଲେଜ, ଚାନ୍ଦବାଲି କଲେଜ, ଭଦ୍ରକ କଲେଜ, ତିହିଡିର ପାଳିଆ କଲେଜ, ବନ୍ତ କଲେଜରେ ଏବିଭିପି ଆଗରେ ରହିଛି। ବାସୁଦେବପୁରରେ ବିସିଜେଡି ଆଗରେ ରହିଛି। ଗଣତି ଜାରି ରହିଛି। ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟରେ ବାଜି ମାରିଲା ସ୍ୱାଧୀନ ପ୍ରାର୍ଥୀ










