32.1 C
Bhubaneswar
Monday, October 12, 2026
Homeଓଡିଶାରାହୁଲ ପ୍ରମାଣ ଦିଅନ୍ତୁ: ଅନୁରାଗ

ରାହୁଲ ପ୍ରମାଣ ଦିଅନ୍ତୁ: ଅନୁରାଗ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କାଉଣ୍ଟର କଲେ ସାଂସଦ ଅନୁରାଗ ଠାକୁର । ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ନେଇ ଟାର୍ଗେଟ କଲେ । ରାହୁଲଙ୍କୁ ହାୱା ହାୱାଇ ନେତା କହି ସମାଲୋଚନା କଲେ । ବାରମ୍ବାର କୋର୍ଟରେ କ୍ଷମା ସତ୍ତ୍ୱେ କିଛି ଶିଖିଲେ ନାହିଁ । ଜରୁରୀ ପରିସ୍ଥିତି ବେଳେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଥିଲା । ପୁଲିଂ ବୁଥ କବଜା କରି କଂଗ୍ରେସ ଜିତିବାର ନଜିର ରହିଛି । ଯଦି ଆରୋପ ଲଗାଉଛନ୍ତି , ତାହାଲେ ପ୍ରମାଣ ଦେବାକୁ ପଡିବ । ଗଣତନ୍ତ୍ରରେ ପ୍ରତିବାଦ ଅଧିକାର ରହିଛି , ଜନାଦେଶକୁ ଅସମ୍ମାନ ନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking