31.1 C
Bhubaneswar
Saturday, October 10, 2026
Homeଓଡିଶାଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଲେ ମାଆ ଗଡ଼ଚଣ୍ଡୀ

ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଲେ ମାଆ ଗଡ଼ଚଣ୍ଡୀ

ଭୁବନେଶ୍ୱର : ଶକ୍ତି ପୀଠ ରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । ଆଜି ଷୋଡ଼ଷ ଉପଚାର ପୂଜା ର ଅଷ୍ଟମ ଦିନ ରହିଛି। ଆଜି ମାଁ ଗଡଚଣ୍ଡୀ ଅନ୍ନପୂର୍ଣ୍ଣା ବେଶ୍ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସକାଳ ମଙ୍ଗଳା ଆଳତି ଶେଷ ହେବା ପରେ ମାଁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।  ମାଁ ଙ୍କ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି। ଆସନ୍ତାକାଲି ପାଖରୁ ଶକ୍ତିପୀଠ ରେ ଆରମ୍ଭ ହେବ ନବରାତ୍ରୀ ପୂଜା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking