32.1 C
Bhubaneswar
Thursday, October 8, 2026
Homeଓଡିଶାଓଡିଶା ବନ୍ଦ: ଭୁବନେଶ୍ୱର ବିମାନବନ୍ଦରରେ ଆଗୁଆ ପହଞ୍ଚିଲେ ଯାତ୍ରୀ

ଓଡିଶା ବନ୍ଦ: ଭୁବନେଶ୍ୱର ବିମାନବନ୍ଦରରେ ଆଗୁଆ ପହଞ୍ଚିଲେ ଯାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ବିଚିତ୍ର ସ୍ଥିତି । ବିମାନ ଉଡ଼ାଣକୁ ଆହୁରି ୧୦ ଘଣ୍ଟା ବାକି ଥିବା ବେଳେ, ଆଗୁଆ ଆସି ବିମାନବନ୍ଦରରେ ପହଞ୍ଚିଗଲେଣି ଯାତ୍ରୀ । ବିମାନ ଧରିବା ପାଇଁ ନିର୍ଦ୍ଧାରିତ ସମୟର ବହୁ ଆଗରୁ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନେକ ଯାତ୍ରୀ ନିଜ ନିଜ ଲଗେଜ୍‌ ଧରି ବିମାନବନ୍ଦରରେ ଅପେକ୍ଷା କରୁଛନ୍ତି ।ସେପଟେ ଆଉ କିଛି ଯାତ୍ରୀ ନୂଆ ସମସ୍ୟାରେ ପଡ଼ିଛନ୍ତି । ବିମାନବନ୍ଦରରୁ ଘରକୁ ଫେରିବା ପାଇଁ ଗାଡ଼ି ମିଳୁନାହିଁ। ଫଳରେ ଲଗେଜ୍‌ ଧରି ବିମାନବନ୍ଦର ପରିସରରେ ଅପେକ୍ଷା କରୁଛନ୍ତି ଯାତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking