ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଏବଂ ସହ ପ୍ରଭାରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଛି । ପୁରନ୍ଦେଶ୍ୱରୀ ଗଣମାଧ୍ୟମକୁ ପ୍ରିତକ୍ରିୟା ଦେଇ କହିଛନ୍ତି, ସରକାର ସଂଗଠନ ମଧ୍ୟରେ ମିଳିତ ସମନ୍ୱୟ ନେଇ ଆଗକୁ ବଢିବୁ । ଦ୍ୱିତାୟ ଥର ଗାୟିତ୍ୱ ମିଳିଛି, ବିଜେପିକୁ ଆହୁରି ମଜଭୁତ କରିବୁ । ସରକାର ଓ ସଂଗଠନ ମଧ୍ୟରେ ସଠିକ ସମନ୍ୱୟ ରଖି ବିଜେପି ଆଗକୁ ବଢିବ । ପଞ୍ଚାୟତ ନିର୍ବାଚନ ଟାସ୍କ ନୁହେଁ, କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ହୋଇ ରହିଛନ୍ତିି । କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ଲୋକଙ୍କ ଆଶୀର୍ବାର୍ଦରେ ପଞ୍ଚାୟତରେ ବିଜୟ ହେବୁ । ପହଞ୍ଚିବା ପରେ ପୁରନ୍ଦେଶ୍ୱରୀ ଗଣମାଧ୍ୟମକୁ ପ୍ରିତକ୍ରିୟା ଦେଇ କହିଛନ୍ତି, ସରକାର ସଂଗଠନ ମଧ୍ୟରେ ମିଳିତ ସମନ୍ୱୟ ନେଇ ଆଗକୁ ବଢିବୁ ।










