33.1 C
Bhubaneswar
Tuesday, September 29, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଛି ବଡ଼ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଛି ବଡ଼ ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୁର୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୬୬ ବିଧାୟକ ଉପସ୍ଥିତ ରହିଛନ୍ତି । ରାଜ୍ୟ ସଭାପତିମନମୋହନ ସାମଲ ଉପସ୍ଥିତ ଅଛନ୍ତି ।ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବସିଛି ଶାସକ ଦଳର ବିଧାୟକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଛି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବଶୀଘ୍ର ଯୋଗ ଦେବେ । ବୈଠକରେ ୧୧ ଜଣ ମନ୍ତ୍ରୀ, ୫୫ ଜଣ ବିଧାୟକ ଉପସ୍ଥିତ ଅଛନ୍ତି | ପ୍ରଧାନମନ୍ତ୍ରୀଙ୍କ ଏକ ମାସ ଧରି ଚାଲିଥିବା ସେବା ପକ୍ଷ ନେଇ ଆଲୋଚନା କରାଯାଉଛି । ଏହି ବୈଠକରେ ସରକାରଙ୍କ ଆଗାମୀ ଆଭିମୁଖ୍ୟ ନେଇ ହୋଇପାରେ ଚର୍ଚ୍ଚା ଆଲୋଚନା। ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଜନପ୍ରତିନିଧିଙ୍କୁ ନେଇ ପ୍ରସ୍ତୁତ ହୋଇପାରେ ରୋଡ଼ମ୍ୟାପ | ବୈଠକରେ ଶାସକ ଦଳର ଆଗାମୀ ଆଭିମୁଖ୍ୟ ସମ୍ପର୍କରେ ନିଆଯିବ ନିଷ୍ପତ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking