31.1 C
Bhubaneswar
Monday, September 28, 2026
Homeଓଡିଶାଦୁଇ ବର୍ଷରେ ନିଖୋଜ ୪୫,୭୯୬ ମହିଳା: ମିଳୁନି ୧୫ ହଜାରଙ୍କ ପତ୍ତା

ଦୁଇ ବର୍ଷରେ ନିଖୋଜ ୪୫,୭୯୬ ମହିଳା: ମିଳୁନି ୧୫ ହଜାରଙ୍କ ପତ୍ତା

ଭୁବନେଶ୍ୱର:  ଦୁଇ ବର୍ଷରେ ରାଜ୍ୟରେ ୪୫ ହଜାର ୭୯୬ ଜଣ ମହିଳା ନିଖୋଜ ହୋଇଛନ୍ତି । ସେଥିମଧ୍ୟରୁ ୩୦ ହଜାର ୧୭୧ ଜଣ ମହିଳା ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୧୫ ହଜାର ମହିଳାଙ୍କ ଏଯାଏଁ ପତ୍ତା ମିଳିନାହିଁ ।ସେହିପରି ଦୁଇ ବର୍ଷରେ ରାଜ୍ୟରେ ୨୦ ହଜାର ୫୨୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ହଜାର ୯୭୬ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୪ ହଜାର ୫୦୦ ଶିଶୁଙ୍କ ଏଯାଏଁ ସନ୍ଧାନ ମିଳିନାହିଁ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking