27.1 C
Bhubaneswar
Thursday, September 24, 2026
Homeଓଡିଶାମାନସ ମହାନ୍ତି ପୁଣି ସଂଗଠନ ସାଧାରଣ ସଂପାଦକ

ମାନସ ମହାନ୍ତି ପୁଣି ସଂଗଠନ ସାଧାରଣ ସଂପାଦକ

ଭୁବନେଶ୍ୱର: ନିଜ ପଦ ବଜାୟ ରଖିଲେ ବରିଷ୍ଠ ବିଜେପି ନେତା ମାନସ ମହାନ୍ତି । ସଂଗଠନ ସାଧାରଣ ସଂପାଦକ ପଦ ବଜାୟ ରଖିଲେ ମାନସ ମହାନ୍ତି । ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଭାବେ ସୌଦାନ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି ।ଏନେଇ ବିଜେପି କେନ୍ଦ୍ରୀୟ ଅଫିସ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking