27.1 C
Bhubaneswar
Tuesday, September 22, 2026
Homeଦେଶ ବିଦେଶପୁଣି କାଲି ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି

ପୁଣି କାଲି ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି

ନୂଆଦିଲ୍ଲୀ: ଓଡିଶା ଡିଜିପି ନିଯୁକ୍ତି ବିବାଦରେ ସୁପ୍ରିମକୋର୍ଟରେ ଶୁଣାଣି ଅସମାପ୍ତ । ଆଜିର ଶୁଣାଣି ଅସମାପ୍ତ ରହିଥିବାରୁ ପୁଣି କାଲି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ଚାଲିଛି । କିଛି ସମୟ ତଳେ ଆଜି ଶୁଣାଣି ଚାଲିଥିଲା । ହେଲେ କିଛି ନିଷ୍କର୍ସ ବାହାରି ନଥିଲା । ଆସନ୍ତାକଲି ପୁଣି ହେବ ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ହୁଏତ ଏ ବିବାଦ ତୁଟି କିଛି ନୂଆ ନିର୍ଣ୍ଣୟ ଆସିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking