32.1 C
Bhubaneswar
Thursday, September 17, 2026
Homeଦେଶ ବିଦେଶଡିଜି ନିଯୁକ୍ତି : ୨୨କୁ ଘୁଞ୍ଚିଲା ଶୁଣାଣି

ଡିଜି ନିଯୁକ୍ତି : ୨୨କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଓଡିଶା ପୋଲିସ ଡିଜି ନିଯୁକ୍ତି ମାମଲା ଶୁଣାଣି ଘୁଞ୍ଚିଲା । ଆସନ୍ତା ୨୨ତାରିଖକୁ ଡିଜିପି ନିଯୁକ୍ତି ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗରେ କୋର୍ଟରେ ପକ୍ଷ ରଖିଲେ ଏବଂ କୌଣସି ଅନିୟମିତତା ହୋଇନଥିବା ଦର୍ଶାଇଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ବର୍ତ୍ତମାନ ପରିଚାଳନାରେ ଅଛନ୍ତି କାମଚଳା ଡିଜି ବିନୟତୋଷ ମିଶ୍ର । ତୁରନ୍ତ ଶୁଣାଣି କରିବାକୁ କୋର୍ଟଙ୍କୁ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ନିବେଦନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking