31.1 C
Bhubaneswar
Monday, September 14, 2026
Homeଓଡିଶାବିଜେଡି ଲୋକଙ୍କୁ ବିଭ୍ରାନ୍ତି କରୁଛି: ବିଜେପି

ବିଜେଡି ଲୋକଙ୍କୁ ବିଭ୍ରାନ୍ତି କରୁଛି: ବିଜେପି

ଭୁବନେଶ୍ୱର: ଏମଏମଡିଆର ପ୍ରସଙ୍ଗରେ ବିଜେଡି ଅଭିଯୋଗର ଜବାବ ରଖିଲା ବିଜେପି । ଆରୋପ ନେଇ ଜବାବ ରଖିଲେ ବିଜେପି ନେତା ଅମର ପଟ୍ଟନାୟକ । କହିଲେ ବିଜେଡି ରାଜନୈତିକ ଫାଇଦା ହାସଲ ପାଇଁ ଲୋକଙ୍କୁ ବିଭ୍ରାନ୍ତି କରୁଛି । କେବଳ ଓଡିଶା ପାଇଁ ନୁହେଁ ବରଂ ସବୁ ରାଜ୍ୟ ପାଇଁ ଫାଇଦା ହେବ । ବେଶି ଶିଳ୍ପପତି ଆସିବେ , ଓଡିଶାକୁ ଆସି ଅକ୍ସନରେ ଭାଗୀଦାର ହେବେ । ସେମାନେ ଅର୍ଥନୈତିକ ଅବରୋଧ କଲେ ଓଡିଶାର ଅଦିକ କ୍ଷତି ହେବ । ଅନ୍ୟପଟେ ଏମଏମଡିଆର ପ୍ରସଙ୍ଗରେ ବିଜେଡି ଅଭିଯୋଗ କରିଥିଲା ଯେ, ଏମଏମଡିଆର ଆଇନ ପ୍ରତ୍ୟାହାର କର, ନଚେତ ଆନ୍ଦୋଳନ କରିବୁ । ଅର୍ଥନୈତିକ ଅବରୋଧ , ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ କରିବ । ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ରାଜ୍ୟ ହରାଇଲା । ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ରାଜ୍ୟକୁ ଆସୁଥିଲେ । ସେ କ୍ଷମତା ଯେତେବଳେ କେନ୍ଦ୍ର ପାଖକୁ ଗଲା, ଆଉ ରାଜ୍ୟକୁ ଆସିବେ ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking