31.1 C
Bhubaneswar
Monday, September 14, 2026
Homeଓଡିଶାଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ

ଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ

ଭୁବନେଶ୍ୱର: ବଣମଣିଷ ଛୁଆକୁ ଜ୍ୱର । ପୁଣି ଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ । ନନ୍ଦନକାନନରେ ଗୋଟିଏ ଓରାଙ୍ଗଉଟାନ କୁ ଜ୍ୱର ହୋଇଛି । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ । ସେପଟେ ସଂଗରୋଧ ଘରକୁ ମଶା ନ ପଶିବା ଲାଗି ତାର ଜାଲି ମଧ୍ୟ ବୁଲାଇ ଦିଆଯାଇଛି । ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ନନ୍ଦନକାନନରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking