29.1 C
Bhubaneswar
Tuesday, September 1, 2026
Homeଓଡିଶାଆଜି ଦିଲ୍ଲୀ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ଦିଲ୍ଲୀ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିବେ । ବ୍ୟକ୍ତିଗତ କାମରେ ସେ ୭ ଦିନ ପାଇଁ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ଆଜି ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ନବୀନଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ୭ ଦିନିଆ ଗସ୍ତ ଶେଷ କରି ସେ ପୁଣି ଓଡ଼ିଶା ଫେରିବେ ।ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଜି ଦିଲ୍ଲୀ ଗସ୍ତ କରିବେ । ଅପରାହ୍ନ ୩ଟା ୩୦ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଜଳ ଶକ୍ତି ମନ୍ତ୍ରଣାଳୟ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking