28.1 C
Bhubaneswar
Friday, August 21, 2026
Homeଓଡିଶାପ୍ରଣବ ପଟ୍ଟନାୟକଙ୍କଦେହାନ୍ତରେ ବୈଜୟନ୍ତଙ୍କ ଶୋକ

ପ୍ରଣବ ପଟ୍ଟନାୟକଙ୍କଦେହାନ୍ତରେ ବୈଜୟନ୍ତଙ୍କ ଶୋକ

ଭୁବନେଶ୍ୱର : ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରି ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ, ଓଡ଼ିଆ ସଙ୍ଗୀତ ଜଗତର ଅତ୍ୟନ୍ତ ପରିଚିତ ଓ ପ୍ରତିଭାବାନ କଳାକାର ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଏବଂ ସୁମଧୁର କଣ୍ଠସ୍ୱର ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking