27.1 C
Bhubaneswar
Saturday, August 22, 2026
Homeଓଡିଶାରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌

ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌

ସୁବର୍ଣ୍ଣପୁର: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌ । ଦୁର୍ଘଟଣାଗ୍ରସ୍ତ ହେବା ପରେ କୁକୁଡ଼ା ଦାନା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ । ସୁବର୍ଣ୍ଣପୁର ବିନିକା ପାପକ୍ଷୟ ଛକ ନିକଟରେ ଦୁର୍ଘଟଣା । ନୟାଗଡ଼ରୁ ବରଗଡ଼ ଆସୁଥିବା ଏକ ଟ୍ରକ୍‌ ଡିଭାଇଡ଼ରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପରେ ଟ୍ରକ୍‌ଟିରେ ହଠାତ୍ ନିଆଁ ଲାଗିଯାଇଥିଲା । ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଛି । ଟ୍ରକ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking