28.1 C
Bhubaneswar
Friday, August 21, 2026
Homeଓଡିଶାକେନ୍ଦ୍ରାପଡାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ବିଜେଡି ଉପସଭାପତି ପ୍ରତାପ ଜେନା

କେନ୍ଦ୍ରାପଡାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ବିଜେଡି ଉପସଭାପତି ପ୍ରତାପ ଜେନା

ଭୁବନେଶ୍ୱର: ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଦଳର ଉପସଭାପତି ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ପ୍ଲାବିତ ଅଞ୍ଚଳ ଗସ୍ତ କରି ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ କିଭଳି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ପ୍ରଶାସନ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ । କେନ୍ଦ୍ରାପଡା ଜିଲ୍ଲାର ସ୍ଥାନୀୟ ବିଜୁ ଜନତା ଦଳର ନେତୃବୃନ୍ଦ ଓ କର୍ମୀଙ୍କ ସହିତ ଆଲୋଚନା କରି କିଭଳି ପ୍ରଭାବିତ ଲୋକଙ୍କୁ ସହାୟତା ଓ ଉଦ୍ଧାର କାର୍ଯ୍ୟ କରାଯିବ ସେ ଦିଗରେ କାର୍ଯ୍ୟ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking