27.1 C
Bhubaneswar
Saturday, August 15, 2026
Homeଓଡିଶାଗାଈ ଗୋଡ଼ାଇବାକୁ ଯାଇ ନିଖୋଜ ନାବାଳକର ମୃତଦେହ ଉଦ୍ଧାର

ଗାଈ ଗୋଡ଼ାଇବାକୁ ଯାଇ ନିଖୋଜ ନାବାଳକର ମୃତଦେହ ଉଦ୍ଧାର

ଯାଜପୁର :  ଯାଜପୁର ରୋଡ ଥାନା ନେଳିବାରି ଗାଁରେ ନିଖୋଜ ଥିବା ନାବାଳକର ମୃତଦେହ ଉଦ୍ଧାର । ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ ପୋଲିସ୍ । ସୂଚନାମୁତାବକ ଗତକାଲି ଦିନ ୧୧ ଟା ବେଳୁ ଗାଈ ଗୋଡାଇବାକୁ ଯାଇ ନିଖୋଜ ଥିଲେ ନାବାଳକ ଜଣକ । ଦିନମାନ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳି ନ ଥିଲା ।ନିଖୋଜ ସମ୍ପର୍କରେ ପରିବାର ଲୋକେ ଯାଜପୁର ରୋଡ଼ ଥାନା ରେ ଖବର ଦେଇଥିଲେ । ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କଲାପରେ ନାବାଳକ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ଗ୍ରାମ ନିକଟସ୍ଥ ଏକ ଖାଲ ରେ ନାବାଳକ ର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଯାଜପୁର ରୋଡ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ରୋଡ ପୋଲିସ୍ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରି ଘଟଣା ର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking