29.1 C
Bhubaneswar
Saturday, August 15, 2026
Homeଓଡିଶାମହାନଦୀରେ ଆଦୌ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ମହାନଦୀରେ ଆଦୌ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ମହାନଦୀରେ ଆଦୌ ବନ୍ୟା ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଆଜି ବର୍ଷା କମିଛି, ଦୁଇଟି ନଦୀ ଜଳକା ଓ ବୈତରଣୀରେ ବନ୍ୟା ଆସିଥିଲା । ଆଜି ଆଖୁଆପଦାରେ ବୈତରଣୀ କମିଛି, ଆସନ୍ତାକାଲି ସୁଦ୍ଧା ପୂରା କମିଯିବ । ଜଳକା ଯୋଗୁଁ ବସ୍ତା ଓ ବାଲେଶ୍ୱରରେ ଜଳ ନିଷ୍କାସନ ସମସ୍ୟା ହେଉଛି । ବୁଢାବଳଙ୍ଗରେ ପାଣି କମିଲାଣି, ସେଠି ବନ୍ୟା ନାହିଁ ଓ ବ୍ରାହ୍ମଣୀରେ ମଧ୍ୟ ନାହିଁ । ସୁବର୍ଣ୍ଣରେଖା ଆଜି ରାତିରେ ରାଜଘାଟ ଠାରେ ବଢିପାରେ । ଭଦ୍ରକ , ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରର କଛି ଅଞ୍ଚଳ ଜଳବନ୍ଦୀ ହୋଇଛି । ଜଳବନ୍ଦୀ ଅଞ୍ଚଳରେ ୩ରୁ ୪ ଦିନ ଲାଗିବ ପାଣି କମିବାକୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking