31.1 C
Bhubaneswar
Thursday, August 13, 2026
Homeଓଡିଶାତିଖିରୀ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଆଜି ଭୋଟିଂ

ତିଖିରୀ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଆଜି ଭୋଟିଂ

ଢେଙ୍କାନାଳ: ତିଖିରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ପଞ୍ଚାୟତର ମୋଟ ୨୨ ଜଣ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୨୧ ଜଣ ୱାର୍ଡ ସଭ୍ୟସଭ୍ୟା ସମର୍ଥନ କରିଥିବା ସୂଚନା ମିଳିଛି । ଏବେ ସମସ୍ତଙ୍କ ନଜର ଆଜିର ଭୋଟିଂ ଉପରେ । ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେତେଜଣ ସଭ୍ୟ ଭୋଟ ଦେଉଛନ୍ତି ଏବଂ ସରପଞ୍ଚ ଚାମେଲି ଓଝା ନିଜ ପଦ ବଜାୟ ରଖିପାରୁଛନ୍ତି କି ନାହିଁ—ତାହା ଉପରେ ଏବେ ସମସ୍ତଙ୍କ ନଜର । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୋଟିଂକୁ ନେଇ ମଧ୍ୟ ଉତ୍ସୁକତା ବଢ଼ିଛି । ଆଜିର ଭୋଟ ଫଳାଫଳ ତିଖିରୀ ଗ୍ରାମ ପଞ୍ଚାୟତର ନେତୃତ୍ୱ ଚିତ୍ରକୁ ବଦଳାଇବ କି ଚାମେଲି ଓଝା ନିଜ ପଦରେ ରହିବେ, ସେନେଇ ଅପେକ୍ଷାରେ ଅଛନ୍ତି ଅଞ୍ଚଳବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking